କେନ୍ଦୁଝର ଜିଲ୍ଲା ଟାଟା ଷ୍ଟିଲ୍ ଯୋଡ଼ା ଇଷ୍ଟ ଲୌହ ଖଣିରେ ସ୍କ୍ରିନିଂ ଓ କ୍ରସିଂ ୟୁନିଟ୍ରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଜାମ୍ ସଫେଇ ବେଳେ ମୁଣ୍ଡରେ ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Credible Local News of Odisha