ଲୋକସଭାରେ ୪ରୁ ୪ ଜିତିବୁ: ତୋମାର

ପ୍ରଥମ ପର୍ଯ୍ୟାୟର ୪ରୁ ୪ ଲୋକସଭା ଜିତିବୁ ଏବଂ ୨୮ ବିଧାନସଭା ଆସନରୁ ୧୮ଟି ଜିତିବୁ ବୋଲି କହିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।

ଓଡ଼ିଶାରେ ନିଶ୍ଚିତ ଭାବେ ବିଜେପି ସରକାର ଗଠନ କରିବ ବୋଲି ମଧ୍ୟ କହିଛନ୍ତି ତୋମାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes