ଲୋକଭବନରେ ଆୟକର ବିଭାଗର ଅଫିସରଙ୍କୁ ଅସମ୍ମାନ ପ୍ରଦର୍ଶନ ଅଭିଯୋଗ

ସୁରକ୍ଷା ଆଳ ଦେଖାଇ ପୋଲିସ ଅଫିସର ବାହାର କରିଦେବା ସହ ଥାନାରେ ବସାଇବା ଭଳି ଗୁରୁତର ଅଭିଯୋଗ ଆଣିଲେ ଆୟକର ଅଫିସର। ଯୁଗ୍ମ କମିଶନର ମନୀଷ କୁମାର ଓ ସତ୍ୟ ପ୍ରକାଶ ମିଶ୍ରଙ୍କୁ ଦୁର୍ବ୍ୟବହାର ହୋଇଛି।ପୋଲିସ ଓ ରାଜ୍ୟପାଳଙ୍କ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଉଭୟ। ଚିଫ୍‌ କମିଶନରଙ୍କ ସହ ପ୍ରୋଟୋକଲରେ ଲୋକଭବନ ଯାଇଥିଲେ।୨ ଅଫିସରଙ୍କୁ ରାଜ୍ୟପାଳଙ୍କ ନିକଟକୁ ଛଡ଼ାଯାଇନଥିଲା। ଲୋକଭବନ ସଚିବଙ୍କୁ ଚିଠି ଲେଖି ଅବଗତ କଲେ IT ପ୍ରିନ୍ସପାଲ ଚିଫ୍‌ କମିଶନର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes