ଜଗତସିଂହପୁରରେ ମହିଳା ୱାସ୍ ରୁମ୍ରୁ ହିଡେନ କ୍ୟାମେରା ରଖିଥିବା ଘଟଣାରେ DRDA କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ସସ୍ପେଣ୍ଡ୍ କଲେ ଜିଲ୍ଲାପାଳ।
ତିର୍ତ୍ତୋଲ ପୋଲିସ ଦ୍ୱାରା ସମ୍ପୃକ୍ତ କିରାଣି ଅଟକ ରଖି ପଚରାଉଚରା କରାଯାଉଛି।
Credible Local News of Odisha