ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଲୁମ୍ବିନୀ ବିହାର ମଙ୍ଗଳା ବସ୍ତି ନିକଟରେ ବିଭିନ୍ନ ଘରର ପାଇଖାନା ପାଣି ଲିକ ହୋଇ ରାସ୍ତାରେ ଜମା ହୋଇରହିଥିବା ରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।
ଏହି ପାଣି ଉପରେ କେତେକ ଲୋକ ଅଳିଆ ଆବର୍ଜନା ପକାଉଥିବାରୁ ଯିବା ଆସିବାରେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।ବାରମ୍ବାର ଏହା ଘଟୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।