ଲୁଟପାଟ ଅଭିଯୋଗରେ ୩ ଲୁଟେରା ଗିରଫ

ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୁଟପାଟ ଘଟଣାରେ ୫ ଅଭିଯୁକ୍ତକୁ ଗିରଫ କରିଛି ଧର୍ମଶାଳା ପୁଲିସ ।

୩ ଜଣ ଅଭିଯୁକ୍ତ ଓ ୨ ଜଣ ଚୋରା ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ ସେମାନେ ବ୍ୟବହୃତ କରୁଥିବା ଗୋଟିଏ ପିସ୍ତଲ, କାର ଓ ବାଇକ ସହ ସୁନା ଗହଣା, ନଗଦ ଟଙ୍କା ଜବତ କରାଯାଇଛି । ଏନେଇ ଆଜି ଅପରାହ୍ନରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes