ଲାତୁପେଟରେ ମା’ ପନ୍ଥେଇ ବୁଢି ଫୁଟବଲ୍ ଖେଳର ଶୁଭାରମ୍ଭ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲାତୁରପେଟ ଖେଲପଡିଆ ଠାରେ ଆଜି ମୁଖ୍ୟ ଅତିଥି ଭାବେ ସଭାପତି କାହ୍ନୁଚରଣ ମହାକୁର ଯୋଗଦେଇ ପୂଜାର୍ଚ୍ଚନା କରି ଫୁଟବଲ ଖେଳର ଶୁଭାରମ୍ଭ କରିଥିଲେ।

ଏଥିରେ ମା’ ପନ୍ଥେଇ ବୁଢି ଫୁଟବଲ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version