ଲାଞ୍ଜିଗଡ଼ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ବିଜେପି ସା.ସମ୍ପାଦିକା ଲେଖାଶ୍ରୀ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହିବା ସହ ଗଣଦୁଷ୍କର୍ମ ମାମଲା ରୁଜୁ ପାଇଁ କାହିଁକି ୪ ଦିନ ଲାଗିଲା ବୋଲି ପ୍ରଶ୍ନ କରିଛନ୍ତି।

ମାମଲା ରୁଜୁ ବଦଳରେ ଅଭିଯୋଗ ନକରିବାକୁ ପୁଲିସ ଉସୁକାଇଥିଲା, ୭ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି ବୋଲି ଲେଖାଶ୍ରୀ କହିଛନ୍ତି। କଟକରେ ବି ଜଣେ ଦୁଷ୍କର୍ମର ଶିକାର ହୋଇଥିବା ଲେଖାଶ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version