ମୟୂରଭଞ୍ଜ ଝାରଡିହି ଫାଣ୍ଡିର ପୂର୍ବତନ ପୋଲିସ ଏସଆଇ ସତ୍ୟବାନ ଗିରି ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
୨୦୨୧ରେ ମଦ ଦୋକାନୀଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ।
Credible Local News of Odisha