କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟ ଟ୍ରେନିଂ ସ୍କୁଲ୍ର କିରାଣି ରୂପଚାନ୍ଦ ନାଏକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପେନସନ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
Credible Local News of Odisha