ପୁରୀ ଜିଲ୍ଲା କଣାସ ତହସିଲ ଚୁପୁରିଙ୍ଗି ଆରଆଇ ଅଫିସରେ ଥିବା ଅତିରିକ୍ତ ଆରଆଇ ରଞ୍ଜନ କୁମାର ମଲ୍ଲିକ ବାତ୍ୟା କ୍ଷତିପୂରଣ ସଂକ୍ରାନ୍ତ ଏକ ରିପୋର୍ଟ ପାଇଁ ଜଣଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l

Credible Local News of Odisha