ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନାର ଏଏସଆଇ ଭଗବାନ ସ୍ୱାଇଁ ଏକ ମାମଲାରେ ଅଭିଯୁକ୍ତ ବାପା ଓ ପୁଅକୁ ସହାୟତା ପାଇଁ 6 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଫିସରଙ୍କ ହାତରେ ଧରାପଡିଛନ୍ତି l

Credible Local News of Odisha