କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ରଘୁନାଥ ଦାସ ଭିଜିଲାନ୍ସ ହାତରେ ଧରାପଡ଼ିଲେ।
ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଠାରୁ ୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଦରମା ବିଲ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ।
Credible Local News of Odisha