ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂ ଏକ ବଦଳି କରାଇବାକୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ଆସନ୍ତା 30 ତାରିଖରେ ସେ ଅବସର ନେବାର ଥିଲା l
ଭିଜିଲାନ୍ସ ପକ୍ଷରୁ ତାଙ୍କ କେନ୍ଦ୍ରାପଡ଼ା ସ୍ଥିତ ବାସଭବନ ଓ ବାଲେଶ୍ୱର ପୈତୃକ ଘରେ ମଧ୍ୟ ଚଢାଉ କରାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version