ଲାଞ୍ଚ ନେଇ ଧରାପଡ଼ିଲେ ADO ଦେବେନ୍ଦ୍ର ସାହୁ

ଭବାନୀପାଟଣା ଜୁନାଗଡ଼ ବ୍ଲକ୍‌ ଆଟିଗାଁ ADO ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ। ଆବାସ ଯୋଜନା ବିଲ୍‌ ପାଇଁ ୬ ହଜାର ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes