ଲାଞ୍ଚ ନେଇ ଧରାପଡ଼ିଲେ ସହିଦ ନଗର ଥାନା ଏଏସ୍ଆଇ

ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଏଏସ୍ଆଇ ମମତା ବସ୍ତିଆଙ୍କୁ ଧରିଲା ଭିଜିଲାନ୍ସ।

ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ଏଏସ୍ଆଇ ବସ୍ତିଆଙ୍କ ଦୁଇଟି ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes