ଲାଞ୍ଚ ନେଇ ଧରାପଡ଼ିଲେ ମେଡିକାଲ ଅଫିସର ଓ ସିକ୍ୟୁରିଟି ଗାର୍ଡ

ଯାଜପୁର ଜିଲ୍ଲା ଦାନଗଦି ସିଏଚସିର ମେଡିକାଲ ଅଫିସର ପବିତ୍ର ସେଠୀ ଧରାପଡ଼ିଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଲାଞ୍ଚ ନେଉଥିଲେ।ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡିଙ୍କୁ ମଧ୍ୟ ଧରିଲା ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes