୨୦ ହଜାର ଲାଞ୍ଚ ନେବାବେଳେ ଜେଇ ପ୍ରଦେଶ ନାୟକଙ୍କୁ ଧରିଲା ଭିଜିଲାନ୍ସ। ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପରବେଶ ନାୟକ। ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ।
Credible Local News of Odisha