ଲାଞ୍ଚ ନେଇ ଧରାପଡ଼ିଲେ କେରଡ଼ାଗଡ଼ ଆରଆଇ

ପଟ୍ଟାମୁଣ୍ଡାଇ କେରଡ଼ାଗଡ଼ RI ପ୍ରଦ୍ୟୁମ୍ନ ବେହେରାଙ୍କୁ ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ। ପଟ୍ଟା ସଂଶୋଧନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes