ଲସ୍ତଲା ପଞ୍ଚାୟତ ଇଓ ଭାବେ ଯୋଗଦେଲେ ଶରତ ମିଶ୍ର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଲସ୍ତଲା ପଞ୍ଚାୟତର ଇଓ ଭାବେ ଆଜି ଶରତ ମିଶ୍ର ଯୋଗଦାନ କରିଛନ୍ତି ।

ଏଠାରେ କାର୍ଯ୍ୟରତ ଇଓ ଦୁର୍ଗା ପ୍ରସାଦଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବା ପରେ ସ୍ଥାନୀୟ ସରପଞ୍ଚ ଓ ସମସ୍ତ ପ୍ରତିନିଧି ନୂତନ ଇଓଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version