ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର

ବିଶିଷ୍ଟ ଚିତ୍ରକର ଲଲାଟ ମୋହନ ପଟ୍ଟନାୟକ 2021 ବର୍ଷ ପାଇଁ ସମ୍ମାନଜନକ ଧର୍ମପଦ ପୁରସ୍କାର ପାଇବେ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି l

ଏଥିସହ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗା ଚରଣ ପଣ୍ଡା ଏବଂ ଦେବେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Ratha Yatra 25.6