ଲମତାପୁଟରେ 24 ଘଣ୍ଟାରେ 57.2 ମିମି ବର୍ଷା July 28, 2022 by Rameswar mahakur ଗତ 24 ଘଣ୍ଟାରେ କୋରାପୁଟ ଜିଲ୍ଲାର ଲମତାପୁଟରେ 57.2 ଏବଂ ନନ୍ଦପୁରରେ 18 ମିଲିମିଟର ବର୍ଷା ହୋଇଛି l