ଲମତାପୁଟରେ ୭୫୦ କିଲୋ ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଳାର ଲମତାପୁଟ ନିକଟ କଣ୍ଟାଗାଁ ଜଙ୍ଗଲରେ ରେ ପୁଲିସ ଚଢ଼ାଉ କରି 750 କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ସବୁ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି l

ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l

Leave a Comment