ସୋନପୁର ସଦର ବ୍ଲକ ଲଛିପୁର ସରସ୍ବତୀ ଶିଶୁ ମନ୍ଦିରେ ଆଜି ସ୍ବାସ୍ଥ୍ୟସେବା ମେଳା ଅନୁଷ୍ଠିତ ହୋଇଛି।
ନାଇକେନ୍ ପାଲି ସ୍ବାସ୍ଥକେନ୍ଦ୍ର ଦ୍ବାରା ଏହା ପରିଚାଳିତ ହେଉଥିବା ବେଳେ ଲୋକଙ୍କ ମାଗଣା ଚିକିତ୍ସା କରାଯାଉଛି।
Credible Local News of Odisha