ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଦୁର୍ଗା ପୂଜା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଦୁର୍ଗା ମଣ୍ତପ ଠାରେ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ନୂତନ କର୍ମକର୍ତ୍ତା ଦାୟିତ୍ଵ ଗ୍ରହଣ କରିଛନ୍ତି ସଭାପତି ଭାବେ ରଂଜିତ ରଣା ,ସଂପାଦକ ଲକ୍ଷ୍ମି ନାରାୟଣ ପୂଟେଲ, କୋଷାଧ୍ୟକ୍ଷ ବ୍ରୟ ପୂଟେଲ ରହିଥିବା ବେଳେ ଉପଦେଷ୍ଟା କମିଟିରେ ସୋମନାଥ ହୋତା ,ବାସୁଦେବେ ରଣା ,ରମାକାନ୍ତ ପୂଜାରୀ ,ସତ୍ଯ ହୋତା ,ସରୋଜ ମିଶ୍ର ପୂର୍ଣ୍ଣଚନ୍ଦ୍ର ମେହେର, ବଜରଙ୍ଗୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ l