ଲଛିପୁର ଡିଗ୍ରି ମହାବିଦ୍ଯାଳୟର ବାର୍ଷିକ କ୍ରୀଡ଼ା ଆରମ୍ଭ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଡିଗ୍ରି ମହା ବିଦ୍ଯାଲୟର ବାର୍ଷିକ କ୍ରୀଡ଼ ଉତ୍ସବ ଅଧ୍ଯକ୍ଷ ଅରୁଣ କୁମାର ନାଏକଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି।

ଖେଳ ପରିଚାଳନା ଦାୟିତ୍ଵ ନିର୍ବାହ କରୁଛନ୍ତି ଜଗନ୍ନାଥ ସାହୁ ଓ ଖଗେଶ୍ଵର ମେହେର। କଲେଜର ସମସ୍ତ କର୍ମଚାରୀ ସହୋଯୋଗ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version