ଲଛିପୁରରେ ନାମଯଜ୍ଞ ପାଇଁ କଳସଯାତ୍ରା

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଗ୍ରାମରେ ୨୪ପ୍ରହର ନାମଯଜ୍ଞ ପାଇଁ ଗୁରୁବାର ଦିନ କଳସଯାତ୍ରା ଲଛିପୁର ସପ୍ନେଶ୍ୱର ମନ୍ଦିର ଅଙ୍ଗନଦୀ କୂଳରୁ ପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଆସି ମଣ୍ଡଳୀରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ ।

ପୂଜକ ଲୋକନାଥ ପୂଜାରୀ କର୍ତ୍ତା ଦାୟିତ୍ଵ ତୁଲାଇ‌ଥିଲେ ସୁବାଷ ଚନ୍ଦ୍ର ହୋତା ଏବଂ ତାଙ୍କ ପତ୍ନୀ ,କମିଟି ସଭାପତି ବାସୁଦେବେ ରଣା, ଉପଦେଷ୍ଟା କମିଟି ସୋମନାଥ ହୋତା, ପରିଚାଲନା ସଭାପତି ସତ୍ଯ ନାରାୟଣ ସାହୁ, ସଂପାଦକ ଜଗନ୍ନାଥ ସହୁ କୋଷାଧ୍ୟକ୍ଷ ପ୍ରଦୀପ ନୂଆଁଇ ସମେତ ସମସ୍ତ ଗ୍ରାମର ସଦସ୍ଯ ସହୋଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version