ଲଛିପୁରରେ ଚାଲିଥିବା ୨୪ପ୍ରହରି ନାମଯଜ୍ଞ ଉଦଯାପିତ

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଗ୍ରାମରେ ଚାଲିଥବା ୨୪ ପ୍ରହର ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି ।

ଏଥିରେ କନୱାର ଓ ଭେଡେନ୍ ମଧ୍ଯରେ ବୈଠକ କିର୍ତ୍ତନ ଅନୁଷ୍ଠିତ ହୋଇଥିଲା ନାମଯଜ୍ଞରେ ୧୮ଟିଦଳ ଭାଗନେଉଥିବା ବେଳେ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes