ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହଳଦିଆପଦର ସର୍ଭିସ ରୋଡରେ ଲୁଟ ହୋଇଛି।
ଗ୍ୟାରେଜ ମାଲିକଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍ ଛଡାଇ ନେଇଛନ୍ତି।ବାଇକରେ ଆସି ୩ ଜଣ ଯୁବକ ଲୁଟିଥିବା ଥାନାରେ ଅଭିଯୋଗ କରିଛନ୍ତି।
Credible Local News of Odisha