ଲଘୁଚାପ ବର୍ଷାରେ ରାଜ ପଥ ଉପରେ ଆଣ୍ଠୁଏ ପାଣି

କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ର ତୁରୁମୁଙ୍ଗା ଏଚ ପି ପେଟ୍ରୋଲ ପମ୍ପ ନିକଟରେ ରବିବାର ରାଜପଥ ଉପରେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳୁଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଏକ କମ୍ପାନୀ ର ତ୍ରୁଟି ପୂର୍ଣ୍ଣ କାର୍ଯ୍ୟ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଈଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes