ଲଗାଣ ବର୍ଷାରେ ବୁଡିଲା ରାଣୀ ବଗିଚା ଅଞ୍ଚଳ

୨ ଦିନ ଲଗାଣ ବର୍ଷାରେ ସୁନ୍ଦରଗଡ଼ ରାଣୀ ବଗିଚା ଅଞ୍ଚଳ ଜଳମଗ୍ନ ହୋଇଛି। ମହାଦେବ ପଡା ସହ ବିଭିନ୍ନ ଗ୍ରାମାଞ୍ଚଳରେ ପାଣି ଜମି ରହିଛି।

ଜଳ ନିଷ୍କାସନ ପାଇଁ ପୌର ପାଳିକା ପକ୍ଷରୁ ଉଦ୍ୟମ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes