ଲଗାଣ ବର୍ଷାରେ ପାହାଡ଼ ଉପରୁ ଧସିଲା ପଥର July 21, 2023 by Odisha ଗଜପତି ଜିଲ୍ଲା ବିରିକୋଟ ପଞ୍ଚାୟତ କୁଇପାଣି ନିକଟରେ ପଥର ଧସିଛି। ୩ଟି ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।