ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍, ଗମନାଗମନ ଠପ୍

କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଧର୍ମଗଡ଼ ଏନ୍ଏଚ୍-୧୩୦(C)ରେ ଯାତାୟାତ ବନ୍ଦ ରହିଛି।

ବଡ଼ବସୁଲ ନିକଟରେ ପୋଲ ନିର୍ମାଣ ପାଇଁ ଆପ୍ରୋଚ ରୋଡ ନିର୍ମାଣ ହୋଇଥିଲା। ହେଲେ ଲଗାଣ ବର୍ଷାରେ ଆପ୍ରୋଚ ରୋଡ୍ ଧୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version