ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ମାଆପୁଅ ଗୁରୁତର

ରାୟଗଡ଼ା ସଦର ଥାନା ଗାଦବାଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଘରେ ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା।

ଗୁରୁତର ମାଆପୁଅଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes