ଲକ୍ଷ୍ମୀଇନ୍ଦ୍ରାପଣ୍ଡା ଛକରେ ଫୁଟିଲା ଗୁଳି

କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଲକ୍ଷ୍ମୀଇନ୍ଦ୍ରାପଣ୍ଡା ଛକରେ ଜଣାଶୁଣା ବ୍ୟବସାୟୀଙ୍କୁ ଟାର୍ଗେଟ କରି ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଛି।

ଲୁଟ୍‌ ଉଦ୍ଦେଶ୍ୟରେ ଗୁଳି କରିଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes