ଲକ୍ଷାଧିକ ଟଙ୍କାର ଆଇଫୋନ୍ ବୋହିନେଲେ ଲୁଟେରା

ଭୁବନେଶ୍ବର ସହିଦନଗରରେ ଏକ ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ଆଇଫୋନ୍ ବ୍ୟାଗ୍‌ରେ ପୂରାଇ ବୋହିନେଲେ ଲୁଟେରା।

ସିସିଟିଭିରେ ୬ ଲୁଟେରା କଏଦ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes