ପବିତ୍ର ମୋହନ ମେଡିକାଲ୍ କଲେଜରେ ରୋଗୀ ସେବା ଦାବିରେ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ ଡାକରା ଦିଆଯାଇଛି।
NHରେ ଯାତାୟାତ ଠପ୍ ସହ ଖଣି, କୋଇଲା ପରିବହନ, ଦୋକାନ ବଜାର ବନ୍ଦ ରହିଛି।
Credible Local News of Odisha