ଆୟକର ଟିକସ ଫାଙ୍କିବା ଅଭିଯୋଗରେ ପୁରୀ, କଟକ, ଭୁବନେଶ୍ବର ସ୍ଥିତ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଆଇଟି ଟିମ୍।
ରଘୁନାଥପୁର ଘର ସହ ୬ଟି ରେଷ୍ଟୁରାଣ୍ଟରେ ଚାଲିଛି ଚଢ଼ାଉ। ପେଟପୂଜା ଆପ୍ ଜରିଆରେ ଠକେଇ କରିଥିବା ଅଭିଯୋଗ ହୋଇଛି।
Credible Local News of Odisha