୧୬ନଂ ଜାତୀୟ ରାଜପଥ ବାମ୍ପଦା ଛକରେ ଦୁର୍ଘଟଣା ଏହି ଦୁର୍ଘଟଣା ଘଟିଛି।
ଫାଟକ ଭାଙ୍ଗି ଟ୍ରାକ୍କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।୨ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି।କଣ୍ଟେନର ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ ଧରିଲା ପୁଲିସ। କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ ଲୋଡ୍ ହୋଇଛି କାର୍।