କୋରାପୁଟର ମାନୁବାର-ଜରଟି ଷ୍ଟେସନ ମଝି ରେଳ ଧାରଣାରେ ବଡ଼ ପଥର ପଡ଼ିଥିବାରୁ ଅଟକିଛି ଟ୍ରେନ୍।
ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସି ପଡ଼ିଛି। ଫଳରେ କୋରାପୁଟ ଷ୍ଟେସନରେ ଅଟକିଛି ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍।
Credible Local News of Odisha