ଢେଙ୍କାନାଳ ଜିଲ୍ଲାର ଶ୍ୟାମଚରଣପୁର ଷ୍ଟେସନ ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି l ମୃତ ଯୁବକଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ଠାକୁରପାଳ ଗ୍ରାମରେ l
ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି l ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି l
Credible Local News of Odisha