ରେଳ ଉପଭୋକ୍ତା ସଂଘ କର୍ମକର୍ତ୍ତାଙ୍କ ଶପଥ ପାଠ

ବଲାଙ୍ଗିର ସହରର ଅମଲା ଭବନ ଠାରେ ଆଜି ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ନବନିର୍ବାଚିତ କର୍ମକର୍ତ୍ତା ମାନେ ଶପଥ ପାଠ କରିଛନ୍ତି।

ସଭାପତି ଭାବେ ପ୍ରଫେସର ତରୁଣ କୁମାର ମିଶ୍ର ଓ ସମ୍ପାଦକ ନାରାୟଣ ପାଢୀ ଶପଥ ଗ୍ରହଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes