ରେଲୱେ ଟ୍ରାକ୍‌ ଉପରେ ଗଛ ପଡ଼ି ଅଟକିଲା ଏକ୍ସପ୍ରେସ୍‌

ବଲାଙ୍ଗିର ଜିଲ୍ଲା ବଡ଼ମାଲ-ସିକର୍ ରେଲୱେ ଷ୍ଟେସନ ମଝିରେ ଟ୍ରାକ୍‌ରେ ପଡ଼ିଛି ଗଛ।

ଗଛ ପଡ଼ିଥିବାରୁ ପ୍ରାୟ ୬ଟାରୁ ଇସ୍ପାତ ଏକ୍ପପ୍ରେସ୍‌ ଅଟକିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version