କୋରାପୁଟ ଜିଲ୍ଲା ଟିକିରି ଓ ଲାଲିଗୁମ୍ମା ମଧ୍ୟରେ ରେଳ ଟ୍ରାକ୍ରେ ପଥର ପଡ଼ିଛି।
୨ଟି ଟ୍ରେନ୍ ବାତିଲ୍ ଓ ଆଉ ଗୋଟିଏ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ବାତିଲ୍ କରାଯାଇଥିବା ବେଳେ ଜଗଦଲପୁର-ଭୁବନେଶ୍ୱର ଟ୍ରେନ୍ କୋରାପୁଟ୍ ଆର୍କୁ ଦେଇ ଭୁବନେଶ୍ୱର ଯିବ।