ରେମେଡ୍‌ ପଡ଼ିଆରେ ହେବ ମୋଦିଙ୍କ ସମାବେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସମ୍ବଲପୁର ହାର୍ଟ ଉପରେ ହେବ ମୋଦିଙ୍କ ସମାବେଶ।

୩ରେ ସମ୍ବଲପୁର IIM ଉଦଘାଟନ ପରେ ସଭା କରିବେ ପ୍ରଧାନମନ୍ତ୍ରୀ, ରେମେଡ୍‌ ପଡ଼ିଆରେ ସଭା ହେବ, ଦେଢ଼ ଲକ୍ଷ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes