ସରକାରୀ ନିୟମ ପାଳନ ଉପରେ ତଦାରଖ ସହ ସ୍ବଚ୍ଛତା ଯାଞ୍ଚ ପାଇଁ ରେଢ଼ାଖୋଲରେ ସରକାରୀ, ବେସରକାରୀ ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ସ୍ବାସ୍ଥ୍ୟ ବିଭାଗ ଆଜି ଚଢ଼ାଉ କରିଛି।
ସ୍ବଚ୍ଛତାକୁ ନେଇ କ୍ଲିନିକ୍ ମାଲିକଙ୍କୁ ତାଗିଦ୍ କରାଯାଇଥିବା ସୂଚନା ମିଳିଛି।
Credible Local News of Odisha