ରେଡ୍ ଫ୍ଲାଗ୍ ହେଲା ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ

ପ୍ରଥମ ସ୍ତ୍ରୀର ମୃତ୍ୟୁ ଓ ଶୁଭମିତ୍ରା ମର୍ଡର କେସ୍ ରେଡ୍ ଫ୍ଲାଗ୍ କରାଯାଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବ। କମିଶନରେଟ୍ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ।

CAW ଆଣ୍ଡ CW ଦୁଇଟି ଯାକ କେସକୁ ମନିଟର୍ କରିବ। କ୍ୟାପିଟାଲ୍ ଓ ଖୁଣ୍ଟୁଣୀ ପୋଲିସ୍ ତଥ୍ୟ ଆଧାରରେ ହେବ ଖୋଳତାଡ଼।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes