ରେଡମ୍ କେନାଲରୁ ହରିଣ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ରେଡମ୍ ଗାଁ କେନାଲରେ ଆଜି ଏକ ଜଙ୍ଗଲି ହରିଣ ଭାସିଯାଇଥିଲା।

ଗ୍ରାମବାସୀଙ୍କ ବହୁ ଚେଷ୍ଟା ଫଳରେ ହରିଣଟି କେନାଲରୁ ବାହାରି ଜଙ୍ଗଲକୁ ପଳାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version