ରେଂଗାଲି ଠାରେ ବିଶ୍ବ ପଖାଳ ଦିବସ ପାଳନ

ଆଜି ବୁଧବାର ମଧ୍ଯାହ୍ନ ଗୋଟିଏ ସମୟରେ ଅତାବିରା ବ୍ଲକ ଅଧିନ ରେଂଗାଲିକେମ୍ପ ଠାରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦ ତରଫରୁ ଅନୁଷ୍ଠିତ ଏହି ବିଶ୍ବ ପଖାଳ ଦିବସରେ ମୁଖ୍ଯ ଅତିଥି ଭାବେ ଡାକ୍ଟର ଶଂକର ରାମଚନ୍ଦାନୀ, ମୁଖ୍ଯ ବକ୍ତା ସମାଜ ଖବର କାଗଜର ଜିଲ୍ଲା ପ୍ରତିନିଧି ବାଲାଜୀ ତରାଟି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାହିତ୍ୟକ ଉତ୍ପନ୍ନ ଭୋଇ ଓ ଓଡିଶା ରାଜ୍ଯ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ଆଞ୍ଚଳିକ ସାହିତ୍ୟ ପରିଷଦର ସଭାପତି ଦଶରଥ ପ୍ରମୁଖ ମଞ୍ଚାସୀନ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes