ରୁଷିକୁଲ୍ୟାରେ ଭାସିଗଲେ ୨ ଭାଇ; ସାନ ଉଦ୍ଧାର, ବଡ଼ ନିଖୋଜ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଷୋଳଘର ନିକଟରେ ଗାଧୋଇଲା ବେଳେ ୨ ଭାଇ ଭସିଯାଇଛନ୍ତି।

ସାନ ଭାଇକୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ବଡ଼ ଭାଇ ନିଖୋଜ ଅଛି। ନିଖୋଜ ବଡ଼ଭାଇକୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes